କେମିତି ବ୍ୟାପେ କରୋନା ଭାଇରସ୍‌:ଭାଇରସ୍‌ରୁ ବର୍ତ୍ତିବା ପାଇଁ କ’ଣ କରିବେ

ନ୍ୟୁୟର୍କ : ବର୍ତ୍ତମାନ ସୁଦ୍ଧା ବିଶ୍ୱର ୮୦ରୁ ଅଧିକ ଦେଶରେ କରୋନା ଭାଇରସ ବ୍ୟାପିଲାଣି। କରୋନାକୁ ନେଇ ଲାଗି ରହିଥିବା ଆତଙ୍କ ବିଶ୍ୱବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ଏହି ଭାଇରସ୍‌ ଏତେ କ୍ଷୁଦ୍ର ଯେ, ଏହାର ସଂକ୍ରମଣ ମଣିଷ ପାଇଁ ବିପଦ ସୃଷ୍ଟି କରିଛି। ମଣିଷର କେଶଠାରୁ ୯୦୦ ଗୁଣ ପତଳା ଏହି ଭାଇରସ ଏବେ ସବୁଠି ଆତଙ୍କ ସୃଷ୍ଟି କରିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ କରୋନା … Continue reading କେମିତି ବ୍ୟାପେ କରୋନା ଭାଇରସ୍‌:ଭାଇରସ୍‌ରୁ ବର୍ତ୍ତିବା ପାଇଁ କ’ଣ କରିବେ